Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଉପରାଜ୍ୟପାଳ ହେବାକୁ ମୋର ଆଗ୍ରହ ନାହିଁ: ଗୁଲାମ ନବୀ ଆଜାଦ

    Share on :
    ajab-Image
    Date: Oct 2, 2023    Views: 4389

    ଶ୍ରୀନଗର : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରାଟିକ ପ୍ରୋଗେସିଭ ଆଜାଦ ପାର୍ଟିର ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ ତାଙ୍କୁ ଉପରାଜ୍ୟପାଳ କରାଯିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। ଗୁଲାମ ନବୀ କହିଛନ୍ତି ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ହେବାକୁ ମୋର ଆଗ୍ରହ ନାହିଁ। ମୁଁ ଏଠାକୁ ରୋଜଗାର କରିବାକୁ ଆସିନାହିଁ ବରଂ ଲୋକଙ୍କ ସେବା କରିବାକୁ ଆସିଛି। ଡେମୋକ୍ରାଟିକ ପ୍ରୋଗେସିଭ ଆଜାଦ ପାର୍ଟି (ଡିପିଏପି)ର ପ୍ରତିଷ୍ଠା ଦିବସରେ ଆୟୋଜିତ ଏକ ରାଲିରେ ସେ ଗୁଜବକୁ ଅସ୍ବୀକାର କରି ଏଭଳି ଉତ୍ତର ଦେଇଛନ୍ତି। ଗୁଜବରେ ବିଶ୍ୱାସ ନକରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook