Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କିନ୍ନରଙ୍କଠୁ ହାସଲ କରନ୍ତୁ ଏହି ଜିନିଷ, ଚମକିବ ଆପଣଙ୍କ ଭାଗ୍ୟ

    Share on :
    ajab-Image
    Date: Jun 1, 2023    Views: 3220

    ଯେଉଁ ବ୍ୟକ୍ତିଙ୍କ ଜୀବନରେ ଧନ କିମ୍ବା ଟଙ୍କାର ଅଭାବ ଥାଏ ସେହି ବ୍ୟକ୍ତି ସବୁବେଳେ କିଛି କିଛି ନା ସମସ୍ୟାର ସାମ୍ନା କରୁଥାଏ। ପ୍ରାଚୀନ କାଳରୁ ଧନର ମହତ୍ବ ଅଧିକ ବୋଲି କୁହାଯାଏ। ଧନ ସମ୍ବନ୍ଧିତ ସୁବିଧାକୁ ପ୍ରାପ୍ତ କରିବା ପାଇଁ ବ୍ୟକ୍ତିକୁ ବହୁତ କ​‌ଷ୍ଟ କରିବାକୁ ପଡ଼ିଥାଏ । ତା ସହିତ ଧନର ଦେବୀ ମହାଲକ୍ଷ୍ମୀଙ୍କ କୃପା ମଧ୍ୟ ଆବଶ୍ୟକ ହୋଇଥାଏ।
    ଦୁନିଆଁର ସବୁ ଲୋକ ଚାହିଁଥାନ୍ତି କି ଆମେ ମହଙ୍ଗା ଗାଡ଼ିରେ ବୁଲିବା, ନିଜର ଘର ଥାଉ ଆଉ ଏବଂ ନିଜେ ଧନୀ ହୋଇଥାଏ। ଯଦି ଆପଣ ବି ଏହି ତାଳିକାରେ ସାମିଲ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଘରକୁ ଆସୁଥିବା କିନ୍ନରଙ୍କଠାରୁ ମାଙ୍ଗନ୍ତୁ ଏହି ଜିନିଷକୁ। କିନ୍ନର ଘରକୁ ନ ଆସିଲେ ବି ବାହାରେ ସେମାନଙ୍କଠାରୁ ଏହି ଜିନିଷକୁ ମାଗି ପାରିବେ। ଆଉ ଯଦି କିନ୍ନରଙ୍କୁ ନମାଗିବା ପୂର୍ବରୁ ସେମାନେ ଦେଇ ଦିଅନ୍ତି ତେବେ ଆପଣ ଖୁବ୍ ଜଲଦୀ କୋଟିପତି ହୋଇପାରିବେ। ତେବେ ଆସନ୍ତୁ ଜାଣିବା ସେହି ଜିଷିଷ ସମ୍ପର୍କରେଟ୍ଟ

    ଲକ୍ଷ୍ମୀ ପୂଜାରେ ବ୍ୟବହାର ହେଉଥିବା ଚାଉଳ-  କୁହାଯାଏ କି ଲକ୍ଷ୍ମୀ ପୂଜାରେ ଚାଉଳ ବ୍ୟବହାର କରାଯାଏ। ଚାଉଳ ଶୁକ୍ରଗ୍ରହ ସହିତ ସମ୍ବନ୍ଧିତ ଏକ ଶସ୍ୟ। ଏହି କାରଣରୁ ଚାଉଳକୁ ପୁଜା ପାଠରେ ବ୍ୟବହାର କରାଯାଏ। କୁହାଯାଏ କି ସେହି ଚାଉଳ ଲକ୍ଷ୍ମୀ ପୂଜାରେ ବ୍ୟବହୃତ ହୋଇଥିଲେ ତାହାକୁ ବିଶେଷ ମାନାଯାଇଥାଏ। ପୂଜା ହୋଇଥିବା ସେହି ଚାଉଳରୁ ୨୧ଟି ଚାଉଳ ଦାନାକୁ ଆଣି ଏକ କାଗଜ ପୁଡ଼ିଆରେ ରଖି ପର୍ସ ଭିତରେ ରଖନ୍ତୁ। ଏହା କଲେ ଧନ ବୃଦ୍ଧି ହୋଇଥାଏ।

    ଅଶ୍ବତ୍ଥ ପତ୍ର- କୁହାଯାଏ କି ଅଶ୍ବତ୍ଥ ଗଛର ପତ୍ରକୁ ଗଙ୍ଗାଜଳରେ ଧୋଇ ପବିତ୍ର କରିବା ଦରକାର। ତାପରେ ସେଥିରେ କେସରରେ ‘ଶ୍ରୀ’ ଲେଖିକି ନିଜ ପର୍ସରେ ରଖନ୍ତୁ। ଏମିତି ଜାଗାରେ ରଖନ୍ତୁ ଯେମିତି କାହା ନଜର ପଡ଼ିବ ନାହିଁ। ଏହା କରିବା ଦ୍ବାରା ଧନ ଆସି ଥାଏ।


    ଟଙ୍କା/ପଇସା– କୁହାଯାଏ କିନ୍ନରଙ୍କୁ କରାଯାଉଥିବା ଦାନ ମହାପୂଣ୍ୟ ଅଟେ। କେବଳ ଏତିକି ନୁହେଁ ସେମାନେ ଦେଉଥିବା ଆଶୀର୍ବାଦ ବିଭିନ୍ନ ପ୍ରକାର ଅସୁବିଧା ତଥା ଚିନ୍ତାରୁ ମୁକ୍ତି ଦେଇଥାଏ। ଯଦି ଆପଣଙ୍କୁ ଟଙ୍କା ସମ୍ବନ୍ଧିତ କିଛି ଅସୁବିଧା ଅଛି ତେବେ ଯେକୈାଣସି କିନ୍ନରଙ୍କ ଠାରୁ ଏକ ପଇସା  ମାଗିକି ନିଅନ୍ତୁ। ଏହି ପଇସାକୁ ଆଲମିରା, ପର୍ସ କିମ୍ବା ବାକ୍ସ ଭିତରେ ରଖନ୍ତୁ। ଏହା ଦ୍ବାରା ଅନେକ ଲାଭ ମିଳିଥାଏ।


    ପର୍ସ କିମ୍ବା ଚାବିକୁ ଟେବୁଲ ଉପରେ ରଖନ୍ତୁ ନାହିଁ- କୁହାଯାଏ କି ପର୍ସ କିମ୍ବା ଚାବିକୁ ଟେବୁଲ ଉପରେ ରଖିବା କଥା ନୁହେଁ। କାରଣ ଏହା କରିବା ଦ୍ବାରା ଘରେ ଟଙ୍କାର ଅଭାବ ଦେଖାଯାଏ।

    Maximum 500 characters

    ବିଶେଷ View all

    Find Us on Facebook