Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଉରକେଲାରେ ବିମାନ ଦୁର୍ଘଟଣାଗ୍ରସ୍ତ, ୬ଆହତ

    Share on :
    ajab-Image
    Date: Jan 10, 2026    Views: 3355

    ରାଉରକେଲା: ରାଉରକେଲା ରଘୁନାଥପାଲିରେ ଛୋଟ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଜଲଦା ଏ ବ୍ଲକରେ ଛୋଟ ବିମାନ ଦୁର୍ଘଟଣା ହେବାରୁ ୬ଜଣ ଆହତ ହୋଇଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ରାଉରକେଲାରୁ ଭୁବନେଶ୍ୱର ଆସୁଥିଲା ଯାତ୍ରୀବାହି ବିମାନ । ୯ ସିଟ ବିଶିଷ୍ଟ ବିମାନଟି ୧୦କିମି ଉଡାଣ ପରେ ଦୁର୍ଘଟଣା ହୋଇଥିବା ମନ୍ତ୍ରୀ କହିଛନ୍ତି ।

    ଯାନ୍ତ୍ରିକ ତ୍ରୁଟି ବିମାନଟି ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ କରୁଛନ୍ତି । ଆହତ ହୋଇଥିବା ସମସ୍ତ ୬ଜଣ ଏବେ ସୁରକ୍ଷିତ ଅଛନ୍ତି । ରଘୁନାଥପୁର ପୁଲିସ ପହଞ୍ଚି ତଦନ୍ତ କରୁଛି ।

    Maximum 500 characters

    ତାଜା ଖବର View all

    Find Us on Facebook