Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    Share on :
    ajab-Image
    Date: Jun 16, 2025    Views: 4256

    ନୂଆଦିଲ୍ଲୀ:   ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବା ପରେ ଜର୍ମାନୀରୁ ହାଇଦ୍ରାବାଦ ଅଭିମୁଖେ ଆସୁଥିବା ବିମାନ ଅବତରଣ କରିବା ବଦଳରେ ଫେରିଯାଇଛି । ବିମାନକୁ ବୋମା ଧମକ ମିଳିବା ପରେ ଭାରତୀୟ ବାୟୁସେନାରେ ପ୍ରବେଶ କରିନଥିଲା । ମଝି ଆକାଶରୁ ଫେରିଯାଇଛି ବିମାନ ଲୁଫଥାନସା ଫ୍ଲାଇଟ୍‍ । ବିମାନ LH752  ଫ୍ରାଙ୍କଫର୍ଟରୁ ଉଡାଣ ଭରିଥିବା ବେଳେ ଏହା ସୋମବାର ଦିନ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥାନ୍ତା । ହେଲେ ଏଠାରେ ପ୍ରବେଶ କରିବା ପୂର୍ବରୁ ବୋମା ଧମକ ମିଳିବାରୁ ଜର୍ମାନୀକୁ ଫେରିଯାଇଥିବା ହାଇଦ୍ରାବାଦ ବିମାନବନ୍ଦରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook