Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭୁବନେଶ୍ୱର-ମୁମ୍ବାଇ ବିମାନରେ ଲାଗିଗଲା ନିଅାଁ

    Share on :
    ajab-Image
    Date: Nov 8, 2019    Views: 957

    ଭୁବନେଶ୍ୱର : ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ନିଅାଁ ଲାଗିଯାଇଛି  । ନିଅାଁ ଲାଗିଯିବାରୁ ରାୟପୁରରେ ବିମାନର ଜରୁରୀ ଅବତରଣ କରାଯାଇଛି  । ତେବେ ନିଅାଁ କେମିିତି ଲାଗିଲା ତାହା ସ୍ପଷ୍ଟ ହୋଇପାରିନାହିଁ  । ବିମାନରେ 89 ଜଣ ଯାତ୍ରୀ ଯାତ୍ରା କରୁଥିବାବେଳେ ସମସ୍ତେ ସୁରକ୍ଷିତ ଥିବା ଜାଣିବାକୁ ମିଳିଛି  ।

    Maximum 500 characters

    ତାଜା ଖବର View all

    Find Us on Facebook