Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅଗ୍ନିକାଣ୍ଡରେ ୬ ଜୀବନ୍ତ ଦଗ୍ଧ

    Share on :
    ajab-Image
    Date: Mar 17, 2023    Views: 5165

    ନୂଆଦିଲ୍ଲୀ: ତେଲେଙ୍ଗାନା ସିକନ୍ଦରାବାଦରେ ଭୟଙ୍କର ଅଗ୍ନିକାଣ୍ଡ । ସ୍ୱପ୍ନାଲୋକ୍ କମ୍ପେ୍ଲକ୍ସର ୩ମହଲା ବିଲ୍ଡିରେ ନିଆଁ ଲାଗିଛି । ଭୟଙ୍କର ଅଗ୍ନିକାଣ୍ଡରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ଜଣ ଝିଅ ଓ ୨ଜଣ ପୁଅ ଥିବା ସୂଚନା ମିଳିଛି । ୬ଜଣଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି । ମୃତ ବ୍ୟକ୍ତିମାନେ ହେଉଛନ୍ତି ତେଲେଙ୍ଗାନା ଅନ୍ତର୍ଗତ ୱାରାଙ୍ଗାଲ୍‌ ଓ ଖମ୍ମାମ୍‌ ଜିଲ୍ଲାବାସୀ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook