ମୁଖ୍ୟ ଖବର
ସୋର: ସୋର ରେଳ ଷ୍ଟେସନରେ ୧ ନମ୍ବର ପ୍ଲାଟଫର୍ମରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି କଟକରୁ କଲିକତା ଅଭିମୁଖେ ଯାଉଥିବା ବେଳେ ସୋର ରେଳ ଷ୍ଟେସନ ନିକଟରେ ଷ୍ଟେସନ ମାଷ୍ଟର ନିଆଁ ଲାଗିଥିବା ଦେଖି ଗାଡ଼ିକୁ ଅଟକାଇବା ସହ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ନିଆଁକୁ ଆୟତ୍ତ କରିବା ପରେ ଟ୍ରେନଟି ଗନ୍ତବ୍ୟ ସ୍ଥଳୀକୁ ଯାଇଥିଲା।
Comments ସମସ୍ତ ମତାମତ