ମୁଖ୍ୟ ଖବର
ଗଞ୍ଜାମ: ଚାହୁଁ ଚାହୁଁ ଜଳିଗଲା ଘର। ଗଞ୍ଜାମ ସୋରଡ଼ା ଥାନା ନାରାୟଣପୁର ଗାଁରେ ବିଳମ୍ବିତ ରାତିରେ ଜଳିଗଲା ୪ ପରିବାରର ୫ ବଖରା ଘର। ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ କାମସାରି ପରିବାର ଲୋକେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା।
ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ସୋରଡ଼ା ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଲକ୍ଷାଧିକ ଟଙ୍କାର ଆସବାବପତ୍ର କ୍ଷତି ହୋଇଛି।
Comments ସମସ୍ତ ମତାମତ