ମୁଖ୍ୟ ଖବର
ପାରାଦୀପ: ପାରାଦୀପ ବଡପଡ଼ିଆ ପରିବା ମାର୍କେଟ ରେ ଗତ କାଲି ବିଳମ୍ବିତ ରାତ୍ରୀରେ କୌଣସି କାରଣରୁ ନିଆଁ ଲାଗି ଯିବାରୁ ୬୦ରୁ ଉର୍ଦ୍ଧ ପରିବା ଦୋକାନ ପୋଡି ପାୟୁଷ ହୋଇ ଯାଇଥିବା ଦେଖିବାକୁ ମିଳିଛି କ୍ଷ ଏଭଳିକି ବିଭିନ୍ନ ପ୍ରକାର ପରିବା ସହ ଦୋକାନୀ ମାନଙ୍କର୍ ଆସବା ପତ୍ର ପୋଡି ଯାଉଥିବା ବେଳେ ବଞ୍ଚି ପାରି ନ ଥିଲା ଏକ ପୋସା କୁକୁରୁ କେବଳ ପୋଷା କୁକୁର ପାଇଁ କୌଣସି ଜୀବନ ହାନି ହୋଇଥିବା ଯାହା ଦୋକାନ ମାନଙ୍କ ପାଖରୁ ଶୁଣିବାକୁ ମିଳିଛି କ୍ଷ ଦୋକାନୀ ଙ୍କୁ ବଞ୍ଚାଇ ନିଜେ ବଞ୍ଚି ପାରିଲା ନାହିଁ ପୋଷା କୁକୁର ଟି କ୍ଷ ସମସ୍ତ ପରିବା ଦୋକାନି ଙ୍କର ପରିବାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଯାହା ଆକଳନ କରାଯାଇଛି କ୍ଷ ଏଥି ସହ ବେବସାୟ କରିଥିବା ଟଙ୍କା ମଧ୍ୟ ପୋଡି ପାଉଁଶ ହୋଇଯାଇ ଥିବା ବେଳେ ଏକ ବାଇକୀ ମଧ୍ୟ ପୋଡ଼ି ଯାଉଥିବା ଦେଖା ଯାଇଛି କିଛି ସମୟ ମଧ୍ୟରେ ପାରାଦୀପ ଦମ୍ କଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣା ଯାଇଛି କ୍ଷ ଏଥି ନେଇ ଓଡ଼ିଶା ସରକାର୍ ଙ୍କ ମାନ୍ୟବର ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଜଗତ ସିଂହ ପୁର ସାଂସଦ ବିଭୂପ୍ରସାଦ ତରାଇ ଓ ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ ପହଞ୍ଚି ସମସ୍ତ ବେବସାଇ ଙ୍କ ଦୁଖ ବୁଝିବା ଶହ ପୋଡ଼ି ଯାଇଥିବା ଦୋକାନ ଗୃହ ସବୁ ପରିଦର୍ଶନ କରି ସେମାନଙ୍କର ଥଇଥାନ ପାଇଁ ଭେଣ୍ଡିଂ ଜୋନ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିବା ଜଣା ଯାଇଛି କ୍ଷ
Comments ସମସ୍ତ ମତାମତ