Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିମାନ ଦୁର୍ଘଟଣା: ପାଇଲଟ ମୃତ

    Share on :
    ajab-Image
    Date: Jul 9, 2025    Views: 3235

    ନୂଆଦିଲ୍ଲୀ: ପୁଣି ଏକ ବିମାନ ଦୁର୍ଘଟଣା । ରାଜସ୍ଥାନର ଚୁରୁରେ ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଉ ଏହି ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତୁ୍ୟ ହୋଇଛି । 
    ପ୍ରକାଶ ଯେ ରାଜସ୍ଥାନର ଚୁରୁରେ ବାୟୁସେନାର ଜାଗୁଆର ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ କେଉଁ ପରିସ୍ଥିତି ଦୁର୍ଘଟଣାଗ୍ରସ୍ତ ହେଲା ସେନେଇ ଖବର ଲେଖା ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook