Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଫକୀର ମୋହନ ବିଶ୍ଵବିଦ୍ୟାଳୟ କୂଳପତିଙ୍କ କାର୍ୟ୍ୟକାଳ ବୃଦ୍ଧି

    Share on :
    ajab-Image
    Date: Feb 5, 2026    Views: 2816

    ବାଲେଶ୍ୱର:  ଫକୀର ମୋହନ ବିଶ୍ଵବିଦ୍ୟାଳୟର କୂଳପତିଙ୍କ କାର୍ୟ୍ୟକାଳ ବୃଦ୍ଧି କଲେ ରାଜ୍ୟପାଳ। ଏନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ମାସ କାର୍ୟ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟପାଳ ଡ଼ ହରିବାବୁ କମ୍ଭମପାଟି। ନୂତନ କୂଳପତି ଯୋଗଦେବା ପର୍ୟ୍ୟନ୍ତ ଦାୟିତ୍ଵରେ ରହିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ବିଶ୍ଵବିଦ୍ୟାଳୟର କୁଳପତି ଦାୟିତ୍ଵରେ ସନ୍ତୋଷ କୁମାର ତ୍ରିପାଠୀ ଅଛନ୍ତି। ପୂର୍ବରୁ ୬ ମାସ ପାଇଁ ତାଙ୍କର କାର୍ୟ୍ୟକାଳ ବୃଦ୍ଧି କରାଯାଇଥିଲା। ତାଙ୍କର କାର୍ୟ୍ୟକାଳ ସରିଆସୁଥିବାରୁ ପୁର୍ନବାର ୬ ମାସ ପାଇଁ ତାଙ୍କର କାର୍ୟ୍ୟକାଳ ବୃଦ୍ଧି କରାଯାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook