ମୁଖ୍ୟ ଖବର
ଆସନ୍ତାକାଲି ହେବାକୁ ଥିବା OSSTET-୨୦୨୬ ସ୍ଥଗିତ । ଆସନ୍ତା କାଲି ଗୋଟିଏ ସିଟିଂରେ ପେପର-୧, ପେପର-୨ ପରୀକ୍ଷା ହେବାର ଥିଲା । ସଂଶୋଧିତ ତାରିଖ ଖୁବଶୀଘ୍ର ଜଣାଇବ କହିଲା BSE ।
Spot News
Comments ସମସ୍ତ ମତାମତ