Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୨ହତ୍ୟା ଅଭିଯୁକ୍ତଙ୍କୁ ଏନକାଉଣ୍ଟର

    Share on :
    ajab-Image
    Date: Oct 14, 2021    Views: 3459

    ରାଉରକେଲା: ରେଲଓ୍ବେ କଲୋନୀ ରିମଝିମ ବସ୍ତି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ୨ ଅଭିଯୁକ୍ତଙ୍କୁ ଏନକାଉଣ୍ଟର। ବିଶ୍ରା ଛକରେ ପୁଲିସ ଏନକାଉଣ୍ଟର କରିଛି । ୨ ଅପରାଧୀ ହେଲେ ମୁସତାକ ଆଲମ, ଏମଡି ଗୁଡୁ ।

    ସୂଚନା ଅନୁସାରେ, ରାଉରକେଲା ବିଶ୍ରା ଛକ ନିକଟରେ ୨ ଜଣ ଅପରାଧୀଙ୍କୁ ଘେରିଯାଇଥିଲେ ପୋଲିସ । କିନ୍ତୁ ପୋଲିସ ଘେରିବା ଦେଖି ଆକ୍ରମଣ କରିବାକୁ ଲାଗିଥିଲେ । କିଛି ସମୟ ଧରି ପୋଲିସ ଅପରାଧୀ ମୁହାଁମୁହିଁ ହୋଇଥିଲେ । ଶେଷରେ ପୋଲିସ ଗୁଳିରେ ୨ ଅପରାଧୀ ମୁସତାଜ ଆଲମ ଓ ଏମଡି ଗୁଡୁ ଗୁରୁତର ହୋଇଛନ୍ତି । 

     

    ଦୁହିଁଙ୍କ ଗୋଡ଼ରେ ଗୁଳି ବାଜି ଗୁରୁତର ହୋଇପଡ଼ିଛନ୍ତି। ପରେ ଉଭୟଙ୍କୁ ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook