Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏଲନ ମସ୍କ ପୁଣି ଥରେ ବିଶ୍ୱର ନମ୍ବର ୱାନ୍ ଧନୀ

    Share on :
    ajab-Image
    Date: Jun 1, 2023    Views: 4435

     ନୂଆଦିଲ୍ଲୀ: ଦୁନିଆର ନମ୍ବର ୱାନ୍ ଧନୀ ବ୍ୟକ୍ତିଙ୍କ ତାଲିକା ବଦଳିଯାଇଛି । ସ୍ପେଶଏକ୍ସ ଓ ଟ୍ୱିଟର ପରି କମ୍ପାନୀର ମାଲିକ ଏଲନ ମସ୍କ ପୁଣି ଥରେ ପିନ୍ଧିଛନ୍ତି ବିଶ୍ୱର ନମ୍ବର ୱାନ୍ ଧନୀ ମୁକୁଟ । ପଛରେ ପଡିଛନ୍ତି ନମ୍ବର ୱାନରେ ଥିବା ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟ । ୧୯୨ ଆରବ ଡଲାରର ନେଟ୍ ୱାର୍ଥର ମାଲିକ ହୋଇଛନ୍ତି ଏଲନ୍ ମସ୍କ । ମାତ୍ର । ଅନ୍ୟପଟେ ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟଙ୍କ ନେଟ୍ ଓର୍ଥ ରହିଛି ୧୮୭ ଆରବ ଡଲାର ।
    ବ୍ଲୁମବର୍ଗ ବିଲିଓନାୟରର୍ସ ଇଣ୍ଡେକ୍ସର ତଥ୍ୟ ମୁତାବକ, ମାତ୍ର ୨୪ ଘଣ୍ଟାରେ ଏଲନ ମସ୍କଙ୍କ ନେଟ୍ ଓର୍ଥ ୧.୯୮ ଆରବ ଡଲାର ବଢିଥିବାବେଳେ ଫ୍ରାନ୍ସ ବିଜନେସମ୍ୟାନ୍ ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟଙ୍କ ନେଟ୍ ୫.୩୫ ଆରବ ଡଲାର ହ୍ରାସ ପାଇଥିଲା । ଏହାସହ ଏଲନ୍ ମସ୍କ ବିଶ୍ୱର ନମ୍ବର ୱାନ୍ ଧନୀ ବ୍ୟକ୍ତି ହୋଇଥିବାବେଳେ ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟ ଦ୍ୱିତୀୟ ସ୍ଥାନରେ ଅଛନ୍ତିି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook