Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ହାତୀପଲ କରୁଛନ୍ତି ଉତ୍ପାତ

    Share on :
    ajab-Image
    Date: Aug 2, 2022    Views: 4476

    ବଣାଇ: ଉତ୍ପାତ କରୁଛନ୍ତି ହାତୀପଲ । ବଣାଇର କୁଳିପୋଷ ରେଞ୍ଜର ମହୁଲଡିହା ସେକ୍ସନ ର ମହୁଲଡିହା, ସିହିଡିହା, ରୁଗୁଡା ଅଂଚଳରେ ୧୬ ରୁ ଉର୍ଦ୍ଧ୍ୱ ହାତୀପଲଙ୍କ ଉତ୍ପାତ ଦେଖାଦେଇଛି ।  ଏହି ହାତୀ ପଲଙ୍କ ମଧ୍ୟରୁ ଦୁଇଟି ଶାବକ ଅଛନ୍ତି  । ଏପରିକି ଜଙ୍ଗଲରୁ ବାହାରି ରାସ୍ତା ଉପରକୁ ଆସି ଯାଉଥିବାରୁ ଲୋକମାନଙ୍କ ମନରେ କକୁଆ ଭୟ ସୃଷ୍ଟି ହୋଇଛି ।

    ଯାତାୟତରେ ଅସୁବିଧା ହେଉଥିବା ବେଳେ କେତକ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି  । କିଛିଦିନ ହେଲା ଏହି ଅଞ୍ଚଳ ଜଙ୍ଗଲରେ ରହୁଥିବା ବେଳେ ବିଭିନ୍ନ ଅଞ୍ଚଳକୁ ବୁଲୁଛନ୍ତି  । ରାତି ହେଲେ ବାହରୁଛନ୍ତି ସକାଳ ହେଲେ ଜଙ୍ଗଲକୁ ଫେରି ପଳାଉଛନ୍ତି  । ବନବିଭାଗ ଘୋଡାଇବା ପାଇଁ ଉଦ୍ୟମ ଜାରି ରଖିଛି  ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook