Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୋଟ୍ ଦେଉଛି ପଶ୍ଚିମବଙ୍ଗ: ସକାଳ ୯ଟା ସୁଦ୍ଧା ୧୮.୩୯ % ଭୋଟିଂ

    Share on :
    ajab-Image
    Date: Apr 29, 2026    Views: 3082

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଦ୍ବିତୀୟ ପର୍ୟ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ହେଉଛି। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବାବେଳେ ଏହା ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଜାରି ରହିବ।  କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୧୪୨ଟି ଆସନ ପାଇଁ ଭୋଟିଂ ଜାରି ରହିଛି। ଆଜି ସକାଳ ୯ଟା ସୁଦ୍ଧା ୧୮.୩୯ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ମେ ୪ରେ ପଶ୍ଚିମବଙ୍ଗ ସହିତ ତାମିଲନାଡୁ, ଆସାମ, ପୁଡୁଚେରୀ ଓ କେରଳ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ। ଏହି ଭୋଟ ଗଣତି ପୂର୍ବରୁ ଏପ୍ରିଲ ୨୯ ତାରିଖ ସନ୍ଧ୍ୟା ୬ଟା ପରେ ବୁଥ ବାହୁଡା ମତ ରିପୋର୍ଟ ପ୍ରକାଶ ପାଇବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook