Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ସରିଲା ପ୍ରାର୍ଥୀ ତାଲିକା ଘୋଷଣା

    Share on :
    ajab-Image
    Date: Mar 31, 2024    Views: 2838

    ଭୁବନେଶ୍ୱର:  ଓଡିଶାର ୨୧ ଲୋକସଭା ଆସନ ପାଇଁ ବିଜେପି ତରଫରୁ ପ୍ରାର୍ଥୀ ତାଲିକା ଘୋଷଣା ସିରିଲା । ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା, କାହାକୁ କେଉଁ ଆସନରୁ ମିଳିଲା ଟିକେଟ୍
    ବରଗଡ – ପ୍ରଦୀପ ପୁରୋହିତ
    ସୁନ୍ଦରଗଡ- ଜୁଏଲ ଓରାମ
    ସମ୍ବଲପୁର -ଧର୍ମେନ୍ଦ୍ର ପ୍ରଧାନ
    କେଉଁଝର- ଅନନ୍ତ ନାୟକ
    ମୟୁରଭଞ୍ଜ- ନବ ଚରଣ ମାଝୀ
    ବାଲେଶ୍ୱର -ପ୍ରତାପ ଷଡଙ୍ଗୀ
    ଭଦ୍ରକ- ଅଭିମନ୍ୟୁ ସେଠୀ
    ଢେଙ୍କାନାଳ- ରୂଦ୍ରନାରାୟଣ ପାଣି
    ବଲାଙ୍ଗୀର – ସଂଗୀତା ସିଂ ଦେଓ
    କଳାହାଣ୍ଡି- ମାଳବିକା କିଶୋରୀ ଦେଓ
    ନବରଙ୍ଗପୁର-ବଳଭଦ୍ର ମାଝୀ
    କେନ୍ଦ୍ରାପଡ- ବୈଜୟନ୍ତ ପଣ୍ଡା
    ଜଗତସିଂହପୁର- ବିଭୂପ୍ରସାଦ ତରାଇ
    ପୁରୀ – ସମ୍ବିତ ପାତ୍ର
    ଭୁବନେଶ୍ୱର- ଅପରାଜିତା ଷଡଙ୍ଗୀ
    ଆସ୍କା- ଅନିତା ଶୁଭଦର୍ଶନୀ
    ବ୍ରହ୍ମପୁର- ପ୍ରଦୀପ କୁମାର ପାଣିଗ୍ରାହୀ
    କୋରାପୁଟ – କାଳୀରାମ ମାଝୀ
    କଟକ – ଭର୍ତ୍ତୃହରି ମହତାବ
    କନ୍ଧମାଳ- ସୁକାନ୍ତ ପାଣିଗ୍ରାହୀ
    ଯାଜପୁର –ରବିନ୍ଦ୍ର ନାରାୟଣ ବେହେରା

    Maximum 500 characters

    ରାଜନୀତି View all

    Find Us on Facebook