ମୁଖ୍ୟ ଖବର
କୋରାପୁଟ: କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କ ଗାଡ଼ିକୁ ଅଣ୍ଡାମାଡ଼ । ଲମତାପୁଟ ସ୍ଥିତ ଏକ ଉଦଘାଟନୀ କାର୍ୟ୍ୟକ୍ରମକୁ ଯାଉଥିବା ବେଳେ ବିଧାୟକଙ୍କୁ ଅଣ୍ଡାମାଡ଼ କରାଯାଇଥିଲା । ତେବେ ପୂର୍ବ ଯୋଜନା ଅନୁସାରେ, କିଛି ଯୁବକ ଲମତାପୁଟ ଛକରେ ତାଙ୍କ ଗାଡ଼ିକୁ ଏକାଧିକ ଅଣ୍ଡା ମାଡ଼ କରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । କଂଗ୍ରେସ କର୍ମୀ ଏଭଳି କାଣ୍ଡ ଭିଆଇ ଥିବା କୁହାଯାଉଥିଲେ ମଧ୍ୟ ଏହା ପଛରେ ଦଳୀୟ ଅସନ୍ତୋଷ ରହିଥିବା ସନ୍ଦେହ କରାଯାଉଛି ।
Comments ସମସ୍ତ ମତାମତ