ମୁଖ୍ୟ ଖବର
ଭୁବନେଶ୍ବର: ବୁଧବାର ସରୁଥିଲା ଇ-କେଓ୍ବାଇସି ଅବଧି। ଏବେ ସୁଦ୍ଧା ୯୬ ପ୍ରତିଶତ ଇ-କେଓ୍ବାଇସି କରି ସାରିଥିବା ବେଳେ ବାକି ୪ ପ୍ରତିଶତ ଲୋକ କରି ନାହାନ୍ତି। କଟକ ଏବଂ ଉପକୂଳ ଜିଲ୍ଲା ଗୁଡିକରେ ଅଧିକ ହିତାଧିକାରୀ ଇ-କେଓ୍ବାଇସି କରି ନାହାନ୍ତି। ସରକାର ଚାହୁଁଛନ୍ତି କାହାର କାର୍ଡ ନ କଟୁ, ସେଥିପାଇଁ ସମସ୍ତେ ଆଉ ୨ ମାସ ସମୟ ଭିତରେ ଇ-କେଓ୍ବାଇସି କରି ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏବେ ସୁଦ୍ଧା ନୂଆ ୮ ଲକ୍ଷ ରାସନ କାର୍ଡ ସରକାର ବାଣ୍ଟି ସାରିଲେଣି ବୋଲି କହିଛନ୍ତି ମନ୍ତ୍ରୀ।
Comments ସମସ୍ତ ମତାମତ