Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

    Share on :
    ajab-Image
    Date: Dec 12, 2025    Views: 3324

    ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ ଇ-ସିଗାରେଟ୍ ଟାଣିବା ନେଇ ଅଭିଯୋଗ ହୋଇଛି। ବିଜେପି ସଦସ୍ୟ ଅନୁରାଗ ସିଂହ ଠାକୁର ଏ ପ୍ରସଙ୍ଗରେ ବାଚସ୍ପତି ଓମ୍ ବିର୍ଲାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗୃହରେ ଇ-ସିଗାରେଟ୍ ଟାଣିବାକୁ କାହାକୁ ଅନୁମତି ଦିଆଯାଇଛି ବୋଲି ଶ୍ରୀ ଠାକୁର ବାଚସ୍ପତିଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ବାଚସ୍ପତି ଏପରି ଅନୁମତି କାହାକୁ ଦିଆଯାଇ ନଥିବା କହିଥିଲେ। ଏହା ସହିତ ଯେଉଁମାନେ ଇ-ସିଗାରେଟ୍ ଟାଣୁଛନ୍ତି ସେମାନଙ୍କୁ ଚେତାବନୀ ଦେବା ପୂର୍ବକ ଗୃହର ନିୟମ ପାଳନ କରିବାକୁ ବାଚସ୍ପତି ତାଗିଦା କରିଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook