Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସାଲିଆସାହିରେ ମୁକୁଳା ଡ୍ରେନରେ ପଡି ଯୁବକ ମୃତ

    Share on :
    ajab-Image
    Date: Jan 16, 2026    Views: 3160

    ଭୁବନେଶ୍ୱର :ରାଜଧାନୀ ସହରରେ ପୁଣି ମୁଣ୍ଡ ନେଲା ମୁକୁଳା ଡ୍ରେନ । ଉତ୍ତର ଭୁବନେଶ୍ୱର ସାଲିଆସାହିରେ ଘଟିଛି ଏହି ଅଘଟଣ । ଘଟଣା ଅନୁସାରେ ସଲିଆସାହିରେ ନୂଆ ରାସ୍ତା ନିର୍ମାଣ ପାଇଁ ଡ୍ରେନ ମୁକୁଳା ପଡିଥିଲା । ଏହି ମୁକୁଳା ଡ୍ରେନରେ ସାଲିଆସାହିର ଜଣେ ଯୁବକ ପଡି ଗୁରୁତର ଆହତ ହୋଇଥିଲେ । ଫଳରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆ ଯାଇଥିଲା । କ୍ୟାପିଟାଲ ହସ୍ପିଟାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook