ମୁଖ୍ୟ ଖବର
ଭୁବନେଶ୍ବର : ପୁରୀ ସମୁଦ୍ରକୂଳ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର । କୋରୁଅ ସମୁଦ୍ରକୂଳ ନିକଟରୁ ଉଦ୍ଧାର ହେଲା ମୃତଦେହ । ମୃତ ମହିଳା ଜଣଙ୍କ ଷଣ୍ଢପୁର ଗାଁର ସୁନା ବେହେରା ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ମହିଳା ଜଣଙ୍କ ୪ ଦିନ ଧରି ନିଖୋଜ ଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ହତ୍ୟା ସନ୍ଦେହ ବୋଲି ଜଣାପଡ଼ିଛି ।
Comments ସମସ୍ତ ମତାମତ