Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅପହୃତା ନାବାଳିକାର ମୃତଦେହ ଉଦ୍ଧାର

    Share on :
    ajab-Image
    Date: Sep 18, 2025    Views: 2661

    ବାସୁଦେବପୁର: ଦୀର୍ଘ ଛଅ ଦିନ ପରେ ଗୁରୁବାର ଅପହୃତା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ଚୂଡ଼ାମଣି ସାମୁଦ୍ରିକ ଥାନା ରାଧନାଥପୁର ଆଡିଆ ଗାଁ ଦାଣ୍ଡରୁ ଅପହୃତା ହୋଇଥିବା ନାବାଳିକାର ମୃତଦେହକୁ ୬ ଦିନ ପରେ ଠାବ କରିଛି ପୁଲିସ। ଓଡ୍ରାଫ ଓ ଦମକଳ ଟିମ ଦ୍ଵାରା ତନଖି ପରେ ଧାମରା-ବାସୁଦେବପୁର ରାସ୍ତାର କେନାଲର ଦଳ ଭର୍ତି ସ୍ଥାନରୁ ଠାବ କରାଯାଇଛି। ଶନିବାର ଭଉଣୀ ସହ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନାବାଳିକାକୁ ଅପହରଣ କରାଯାଇଥିଲା । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook