Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ୱଶୁର ଘର ଗାଁରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    Share on :
    ajab-Image
    Date: Sep 18, 2025    Views: 2603

    ତୁରେକେଲା: ଶ୍ୱଶୁର ଘର ଗାଁରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇ। ମୃତକ ହେଉଛନ୍ତି ସାଲେପଡା ଗାଁର ଲମ୍ବୋଦର ବାଗ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଖୁଟୁଲୁମୁଣ୍ଡା ଗାଁରେ ଏଭଳି ଘଟଣା ଘଟିଛି ।ସୂଚନା ମୁତାବକ, ସାଲେପଡା ଗାଁର ଲମ୍ବୋଦର ବାଗ ୪ ଦିନ ହେବ ଖୁଟୁଲୁମୁଣ୍ଡା ଶ୍ୱଶୁର ଘରକୁ ଆସିଥିଲେ । ବୁଧବାର ଶ୍ୱଶୁର ଘରୁ ବାହାରି ଥିଲେ । ହେଲେ ଗୁରୁବାର ସକାଳୁ ଗାଁର ଆମ୍ବ ବଗିଚାରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ ସ୍ଥାନୀୟଲେକେ । ଏହା ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୁଲିସ ପହଞ୍ଚି ମୃତଦେହ ଜବତ କରିଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୁଲିସ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook