ମୁଖ୍ୟ ଖବର
କଣ୍ଟାବାଂଜି: ତୁରେଇକେଲା ଥାନା ଗଡ଼ିଆଯୋର ଗାଁ ପାଖ ଜଙ୍ଗଲରେ ଜଣେ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି । ଗଛରେ ଝୁଲନ୍ତା ଅବସ୍ଥାରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ତ୍ରୀର ପିନ୍ଧା ଲୁଗାଇ ଦୁଇ ପାଶ୍ୱର୍ରେ ୨ଟି ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ଛାନଭିନ କରୁଛି ।
Comments ସମସ୍ତ ମତାମତ