ମୁଖ୍ୟ ଖବର
ନୂଆଦିଲ୍ଲୀ: ଘର ଭିତରୁ ମୃତଦେହ । ପୁଲିସ ଏକାବେଳେ ୫ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ସ୍ଥାନୀୟ ଭଜନାପୁର ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ସାମାନକୁ ଆସିଥିବାବେଳେ ମୃତୁ୍ୟର କାରଣ ଅସ୍ପଷ୍ଟ ରହିଛି । ଏହା ଏକ ହତ୍ୟା କି ଆତ୍ମହତ୍ୟା ସେ ନେଇ ପୁଲିସ ଖୋଳତାଡ଼ କରୁଛି ।
Spot News
Comments ସମସ୍ତ ମତାମତ