Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମେମୁ ଟ୍ରେନରୁ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର

    Share on :
    ajab-Image
    Date: Oct 9, 2026    Views: 2860

    ନୟାଗଡ଼: ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ ହୋଇଥିଲା।ରେଳବାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ମହେଶ୍ୱରଙ୍କ ଘର ଓଡ଼ଗାଁ ଥାନା ରାବେରା ଗାଁରେ।

    ମହେଶ୍ୱର ଭୁବନେଶ୍ୱରରୁ ଶରଣକୁଳ କଲେଜକୁ ଟେନ୍‌ ଯୋଗେ ଆସୁଥିଲେ। ସେ ନୟାଗଡ଼ ଟାଉନ ଷ୍ଟେଶନରେ ଓହ୍ଲାଇ ଥାନ୍ତେ। ହେଲେ ଦଶପଲା ଷ୍ଟେଶନରୁ ମହେଶ୍ୱରଙ୍କ ମୃତହେଦ ଉଦ୍ଧାର ହୋଇଥିଲା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook