Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କୂଅକୁ ଖସିଲା ତୀର୍ଥଯାତ୍ରୀ ଭରା ପିକଅପ୍ ଭ୍ୟାନ୍, ୧୪ ମୃତ

    Share on :
    ajab-Image
    Date: Jun 15, 2026    Views: 3502

    ନୂଆଦିଲ୍ଲୀ: ମହାରାଷ୍ଟ୍ରର ପଣ୍ଡରପୁରରେ ଏବେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ତୀର୍ଥଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ୍ କୂଅ ଭିତରକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଆଠ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।ସମସ୍ତ ମୃତକ ପଣ୍ଡରପୁରର ରଞ୍ଜନି ଗାଁର ବାସିନ୍ଦା ବୋଲି କୁହାଯାଉଛି। ସେମାନେ ତୀର୍ଥଯାତ୍ରାରେ ଥିଲେ। ସୋଲାପୁରର ମସାଲିଜରସ୍ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି।

    ମେ ୨୫ ରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ କୋଙ୍କଣ ଅଞ୍ଚଳରୁ ସତାରା ଯାଉଥିବା ଏକ ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅତି କମରେ ୮ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook