Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ବଶୁର ଘର ନିକଟରୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    Share on :
    ajab-Image
    Date: May 11, 2026    Views: 2858

    ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତ ଭୁରୁଡିଆ ଗ୍ରାମର ଘଟଣା । ସୂଚନା ଅନୁଯାୟୀ, ଉଦଳା ଅଞ୍ଚଳର ଜ୍ବାଇଁ ଶଶୁର ମଙ୍ଗୁଳୁ ଦଳେଇଙ୍କ ଘରକୁ ଆସିଥିବା ବେଳେ ଘର ନିକଟ ଆମ୍ବଗଛରେ ଜ୍ବାଇଁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ସକାଳୁ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ଉଦଳା ଥାନା ତେଲଦିହୁଡି ଗ୍ରାମର ସ୍ବର୍ଗତ ପଣ୍ଡୁ ମଲ୍ଲିକର ପୁଅ ସୀତାକାନ୍ତ ମଲ୍ଲିକ (୩୫) ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook