Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନଦୀ ଭାସି ଯୁବକ ମୃତ

    Share on :
    ajab-Image
    Date: Apr 2, 2026    Views: 2957

    ଭଦ୍ରକ : ସାଳନ୍ଦୀ ନଦୀକୁ ଡେଇଁ ଗୁରୁବାର ରିଲସ୍ କରିବା ବେଳେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଖୋଜାଖୋଜି କରିବା ପରେ ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛନ୍ତି। ସନ୍ତିଆ ବ୍ରିଜ ଉପରୁ ଡେଇଁବା ବେଳେ ଭାସି ଯାଇଥିଲେ ୨ ଯୁବକ। ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ଯୁବକଙ୍କୁ ଅଗ୍ନିଶମ ଟିମ୍ ଖୋଜାଖୋଜି କରିଥିଲା। ରିଲ୍ସ ସୁଟିଂ କରୁଥିବା ପିଲାଙ୍କୁ ଅଟକ ରଖାଯାଇଛି। ସମସ୍ତ ପିଲା କେନ୍ଦୁଝର ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook