Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସମୁଦ୍ରରେ ବୁଡ଼ି ଦୁଇ ପର୍ୟ୍ୟଟକଙ୍କ ମୃତ୍ୟୁ

    Share on :
    ajab-Image
    Date: Mar 30, 2026    Views: 2988

    ପୁରୀ: ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ ବେଳେ ଦୁଇଜଣ ପର୍ୟ୍ୟଟକଙ୍କ ମୃତ୍ୟୁ। ମୃତ ପର୍ୟ୍ୟଟକଙ୍କ ପରିଚୟ ମିଳିପାରିନାହିଁ। ପୁରୀ ମେଡିକାଲରେ ଦୁଇ ପର୍ୟ୍ୟଟକଙ୍କୁ ମୃତ ଘୋଷଣା କଲେ ଡାକ୍ତର। ସମୁଦ୍ରରେ ସ୍ନାନ କରୁଥିବା ବେଳେ ଘଟିଛି ଏଭଳି ଅଘଟଣ।

    ସୋମବାର ପୂର୍ୱାହ୍ନରେ ସେକ୍ଟର ୧୪ ଲାଇଟ୍‌ ହାଉସ୍‌ ସମ୍ମୁଖ ବେଳାଭୂମିରେ ଏହି ଅଘଟଣ ଘଟିଛି । ଗାଧୋଇଥିବା ବେଳେ ବଡ ଲହଡ଼ି ମାଡ଼ରେ ୨ଜଣ ପର୍ୟ୍ୟଟକ ସମୁଦ୍ର ମଧ୍ୟକୁ ଭାସି ଯାଇଥିଲେ। ଲାଇଫ୍‌ ଗାର୍ଡ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେସାନଙ୍କୁ ମୃତ ଘୋଷଣା କରିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook