Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜଳିଗଲା କେମିକାଲ କାରଖାନା: ଜୀବନ୍ତ ଜଳିଗଲେ ୭ କର୍ମଚାରୀ

    Share on :
    ajab-Image
    Date: Feb 16, 2026    Views: 3268

    ନୂଆଦିଲ୍ଲୀ: ଭୟଙ୍କର ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଗଲା କାରଖାନା । ଜୀବନ୍ତ ଜଳିଗଲା ଜୀବନ । ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଏକ ଭୟଙ୍କର ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ ଘଟିଛି । ଏଥିରେ କମ୍ପାନୀର ୭ କର୍ମଚାରୀ ଜିଅନ୍ତା ଜଳିଯାଇଛନ୍ତି । ନିଆଁରେ ୧୦ ଜଣ ଫସି ରହିଥିବା ସୂଚନା ମିଳିଛି । ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି  । ନିଆଁକୁ ଆୟତ କରୁ କରୁ ୭ ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ନିଆଁ କିପରି ଲାଗିଲା ତାର ତଦନ୍ତ ଜାରି ରହିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook