Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

    Share on :
    ajab-Image
    Date: Jun 8, 2025    Views: 3309

    ରାୟଗଡ଼ା: ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କାଣିଯୋଡ଼ି ଆମ୍ବତୋଟା ନିକଟରେ ଏକ ଆମ୍ବଗଛରେ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ ହୋଇଛି। ମୃତ ଯୁବକ ଜଣକ ଥେରୁବାଲିର ସଞ୍ଜୟ କୁମାର ଦେ। ଗଛ ତଳେ ନିଜର ବାଇକ୍‌ ରଖି କାହିଁକି ଓ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ ତା’ର କାରଣ ଅସ୍ପଷ୍ଟ ରହିଛି। ତେବେ ଖବରପାଇ ଘଟଣାସ୍ଥଳରେ ପରିବାର ଲୋକେ ଓ ମୁନିଗୁଡ଼ା ପୋଲିସ ପହଞ୍ଚି ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।

     

    Maximum 500 characters

    ତାଜା ଖବର View all

    Find Us on Facebook