ମୁଖ୍ୟ ଖବର
ଭୁବନେଶ୍ୱର: ବାତ୍ୟାକୁ ନେଇ ବଡ଼ ଖବର । ଆରବସାଗରରେ ବାତ୍ୟା ସମ୍ଭାବନା । ଆଗାମୀ ୧୨ ଘଣ୍ଟାରେ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି । ୨୪ ଘଣ୍ଟାରେ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ । ଚଳିତ ବର୍ଷା ଋତୁରେ ପ୍ରଥମ ବାତ୍ୟା ସମ୍ଭାବନା । ବଙ୍ଗୋପସାଗରରେ ବାତ୍ୟା ଘନୀଭୂତ ହେଲେ ଏହାର ବିଶେଷ ପ୍ରଭାବ ତଟବର୍ତ୍ତୀ ରାଜ୍ୟ ଯେପରିକି ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ ।
ଆରବସାଗରରେ ବାତ୍ୟାର ଆକଳନ କରାଯାଉଥିବାରୁ ଗୁଜୁରାଟ କୋର୍ଟ ଉପରେ ୱାର୍ଣ୍ଣଂ ଜାରି କରାଯାଇପାରେ । ସେଠାକାର ଅଞ୍ଚଳରେ ହାଇଆଲର୍ଟ ସ୍ଥିତି ଘୋଷଣା କରିପାରନ୍ତି ପ୍ରଶାସନ । ଆରବ ସାଗର ପଶ୍ଚିମ ଭାରତ ସହିତ ସଂଲଗ୍ନ ସମୁଦ୍ର । ତେ ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
Comments ସମସ୍ତ ମତାମତ