Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଦହି ଖାଇଲେ କମିବ ଓଜନ

    Share on :
    ajab-Image
    Date: Jul 14, 2025    Views: 2817

    ଦହିରେ ଗୋଲମରିଚ ମିଶାଇ ଖାଇଲେ ଗଳା ଦରଜ ହୋଇନଥାଏ
    ପ୍ରତିଦିନ ଏକ କପି ଦହି ଖାଇଲେ କ୍ୟାଲସିୟମ ବୃଦ୍ଧି ହୋଇଥାଏ
    ଓଜନ କମ କରିବାକୁ ଚାହୁଁଥିଲେ ପ୍ରତିଦିନ ଦହି ଖାଆନ୍ତୁ
    ଦହିରେ ପ୍ରୋବାୟୋଟିକ ଥିବାରୁ ଏହା କୋଲଷ୍ଟେରେଲ ସ୍ତରକୁ ନିୟନ୍ତ୍ରିତ କରିଥାଏ  ।
    ଖଟା ଫଳ ସହିତ ଦହି ଖାଆନ୍ତୁ ନାହିଁ  । ତେଲ ଛଣା ସହିତ ଦହି ଖାଇଲେ ପେଟ ସମସ୍ୟା ଓ ବାନ୍ତି ହେବାର ଆଶଙ୍କା ରହିଥାଏ  ।
    ଖାଇବାର କିଛି ସମୟ ପୂର୍ବରୁ ଦହିକୁ ଫ୍ରିଜରୁ ବାହାର କରି ଆଣନ୍ତୁ  ।

    Maximum 500 characters

    ବିଶେଷ View all

    Find Us on Facebook