Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଫାଣ୍ଟାସି ଏକାଦଶରେ ସ୍ଥାନ ପାଇଲେ କେଉଁ ଭାରତୀୟ ଖେଳାଳୀ ?

    Share on :
    ajab-Image
    Date: May 8, 2020    Views: 4607

    ଦିଲ୍ଲୀ : ଭାରତର ଶ୍ରେଷ୍ଠ ଟେଷ୍ଟ ଖେଳାଳୀଙ୍କୁ ନେଇ ଟାଇମ୍ସ ଅଫ ଇଣ୍ଡିଆ ପକ୍ଷରୁ ‘ଫାଣ୍ଟାସି ଏକାଦଶ ‘ତାଲିକା ପ୍ରକାଶ କରାଯାଇଛି  । ସେମାନେ କେଉଁ ଅଡର଼୍ରରେ ବ୍ୟାଟିଂ କରିବା କଥା ତାହା ମଧ୍ୟ ଉଲ୍ଲେଖ କରାଯାଇଛି  । ଏହାକୁ ସର୍ବକାଳୀନ ଏକାଦଶ ବୋଲି ଅଭିହିତ କରାଯାଇଛି  ।

    ସୁନୀଲ ଗାଭାସ୍କର 
    ବୀରେନ୍ଦ୍ର ସେହୱାଗ
    ରାହୁଲ ଦ୍ରାବିଡ଼
    ସଚିନ ତେନ୍ଦୁଲକର
    ବିରାଟ କୋହଲି
    ସୌରଭ ଗାଙ୍ଗୁଲି (ଅଧିନାୟକ)
    କପିଳ ଦେବ
    ମହେନ୍ଦ୍ର ସିଂ ଧୋନି (ୱିକେଟ କିପର)
    ଅନୀଲ କୁମ୍ବଲେ
    ଏରପାଲି ପ୍ରସନ୍ନା
    ଜାହିର ଖାନ
    ହରଭଜନ ସିଂହ

    Maximum 500 characters

    ଖେଳ ଖବର View all

    Find Us on Facebook