Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଶରୀରର ଏହି ସ୍ଥାନକୁ ଦବାଇଲେ, କମ୍ ହୁଏ ଖାଦ୍ୟ ଲାଳସା

    Share on :
    ajab-Image
    Date: Oct 13, 2021    Views: 2563

    ଶରୀରର କିଛି ସ୍ଥାନକୁ ଦବାଇଲେ ଅବସାଦ ଦୂର ହୁଏ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏମିତି କିଛି ସ୍ଥାନ ଅଛି ଯାହାକୁ ଦବାଇଲେ କ୍ରାଭିଂ ବା ଖାଦ୍ୟ ପ୍ରତି ଥିବା ଲୋଭ ଦୂର ହୋଇଥାଏ । କିଛି ଲୋକ ଅଛନ୍ତି ଯାହାଙ୍କୁ ଖାଇବା ପରେ ମଧ୍ୟ ଭୋକ ଲାଗିଥାଏ । ସେଥିପାଇଁ ସେମାନେ ମେଦବହୁଳତାର ଶିକାର ହୁଅନ୍ତି । ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହେବ । କହୁଣୀରେ ଥିବା ଏକ ପଏ କୁ ଦବାଇଲେ, ପେଟରେ ପାଚନକ୍ରିୟା ଉେ ଜିତ ହୋଇଥାଏ ଓ ଶରୀର ଅତିରିକ୍ତ ଗରମ ହୋଇଥାଏ ,ଫଳରେ ଭୋକ ହୁଏ ନାହିଁ । ଆଣ୍ଠୁ ଠାରୁ ଦୁଇ ଇ ତଳେ ଥିବା ପଏ କୁ ସର୍କୁ୍ୟଲାର ମୋସନରେ ମସାଜ୍ କରି ୨ମିନିଟ୍ ପାଇଁ ଦବାଇଲେ ପାଚନ କ୍ରିୟାରେ ସୁଧାର ଆସିବା ସହ ରକ୍ତକୁ ପୋଷଣ ମିଳିଥାଏ । ଏହା ଛଡା କାନ ପାଖ ପଏ କୁ ଦବାଇଲେ ଭୋକ କମିଥାଏ ଓ ବେକ, ପିଠିରେ ହେଉଥିବା ଯନ୍ତ୍ରଣା ଦୂର ହୋଇଥାଏ ।  ନାଭିର ଦୁଇ ଇ ତଳେ ଥିବା ପଏ କୁ ତର୍ଜନୀ କିମ୍ବା ମଧ୍ୟମା ଆଙ୍ଗୁଳିରେ ସର୍କୁ୍ୟଲାର ମୋସନରେ ମାଲିସ୍ କରିବା ଦ୍ୱାରା ପାଚନ ତନ୍ତ୍ର ଠିକ୍ ରହିଥାଏ, କାର୍ଯ୍ୟ ଦକ୍ଷତା ବଢିଥାଏ ଓ କୋଷ୍ଠକାଠିନ୍ୟରୁ ବି ମୁକ୍ତି ମିଳିଥାଏ ।

     

    Maximum 500 characters

    ବିଶେଷ View all

    Find Us on Facebook