Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଦେଶରେ ୮ହଜାର ୩୦୯ କରୋନା ପଜିଟିଭ

    Share on :
    ajab-Image
    Date: Nov 29, 2021    Views: 3051

    ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନେ କମିଲେ ଦିନେ ବଢୁଥିବେଳେ, ତୃତୀୟ ଲହରକୁ ନେଇ ସମସ୍ତେ ଚିନ୍ତାରେ  । ଗତ ୨୪ଘଣ୍ଟାରେ ଦେଶରେ ୮ହଜାର ୩୦୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭ୍ ହାର ୦.୯୮ ପ୍ରତିଶତ ରହିଛି । ସାପ୍ତାହିକ ପଜିଟିଭ୍ ହାର ୦.୯୪ ପ୍ରତିଶତରୁ କମ୍ ରହିଛି । 
    ଅନ୍ୟପଟେ ବର୍ତ୍ତମାନ ସକ୍ରିୟ ମାମଲା ରହିଛି ୧ଲକ୍ଷ ୩ହଜାର ୮୫୯ ରହିଛି । ୫୪୪ ଦିନ ପରେ ଏହା ସର୍ବନିମ୍ନ ରହିଛି ।

    ସକ୍ରିୟ ମାମଲା ୦.୩୦ ପ୍ରତିଶତରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୨୨କୋଟି ୪୧ଲକ୍ଷ ୬୮ହଜାର ୯୨୯ଜଣଙ୍କୁ ଟିକାଦାନ ସରିଛି । ସେହିପରି ଇତିମଧ୍ୟରେ ୬୩କୋଟିରୁ ଅଧିକ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି ବୋଲି ଆଇସିଏମ୍ଆର ପକ୍ଷରୁ ସୂଚନା ମିଳିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook