Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦେଶରେ ଦିନକରେ ୧୫ହଜାର ୮୨୩ କରୋନା ପଜିଟିଭ

    Share on :
    ajab-Image
    Date: Oct 13, 2021    Views: 3816

    ନୂଆଦିଲ୍ଲୀ: ଦେଶରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ଉପର ତଳ ହେଉଛି । ଗତ ୨୪ଘଣ୍ଟାରେ ଦେଶରେ ୧୫ହଜାର ୮୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କେବଳ କେରଳରୁ ୭୮୨୩ ସଂକ୍ରମିତ ରହିଛନ୍ତି ଓ କେବଳ କେରଳରୁ ୧୦୬ ଜଣଙ୍କ ମୃତୁ୍ୟ ଘଟିଛି ।
      ଏହା ସହିତ ଆଜି ଦେଶରେ ୨୨୬ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ଘଟିଛି । ଓ ଏବେ ସୁଦ୍ଧା ଦେଶରେ ସୁସ୍ଥକଙ୍କ ସଂଖ୍ୟା ରହିଛି  ୩କୋଟି ୩୩ଲକ୍ଷ ୪୨ହଜାର ୯୦୧ ରହିଛି ଓ ସକ୍ରିୟ ମାମଲା ରହିଛି ୨ଲକ୍ଷ ୭ହଜାର ୬୫୩ ରହିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook