ମୁଖ୍ୟ ଖବର
କୋଲକାତା: ଦିନକୁ ଦିନ ଭୟଙ୍କର ରୂପ ନେଉଛି କରୋନା ଭାଇରସ । କୋଲକାତାରେ ୨ କରୋନା ଭୂତାଣୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ବ୍ୟାଙ୍କକରୁ କୋଲକାତା ଫେରିଥିବା ୨ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ସେମାନଙ୍କ ରକ୍ତ ନମୂନା ପଜିଟିଭ ଥିବା ଜଣାପଡ଼ିଛି । ସେମାନେ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି ।
Comments ସମସ୍ତ ମତାମତ