ମୁଖ୍ୟ ଖବର
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଲକ୍ଷ ୬୨ ହଜାର ୮୦୯ରେ ପହଁଚିଛି । ସେହିପରି ୮୮ ଲକ୍ଷ ୮୯ ହଜାର ୫୮୫ ଜଣ ସୁସ୍ଥ ହୋଇଥିବାବେଳେ ୪ ଲକ୍ଷ ୩୫ ହଜାର ୬୦୩ ଜଣ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ଏବେ କେଉଁ ରାଜ୍ୟରେ କେତେ ସୁସ୍ଥ ହୋଇଛନ୍ତି ତାହାର ସାରଣୀ ନିମ୍ନରେ ପ୍ରଦାନ କରାଗଲା ।
ଆନ୍ଧ୍ରପ୍ରଦେଶ : ୮୫୩୨୩୨
ଆସାମ : ୨୦୮୩୯୬
ବିହାର : ୨୨୭୯୮୭
ଛତିଶଗଡ଼ : ୧୮୫୧୫୨
ଦିଲ୍ଲୀ : ୫୨୮୩୧୫
ଗୋଆ : ୪୫୯୪୦
ଗୁଜୁରାଟ : ୧୯୦୮୨୧
ହରିୟାଣା : ୨୧୩୩୩୬
ହିମାଚଳ ପ୍ରଦେଶ : ୩୧୫୮୪
ଜାମ୍ମୁକାଶ୍ମୀର : ୧୦୩୫୬୫
ଝାରଖଣ୍ଡ : ୧୦୬୧୭୧
କର୍ଣ୍ଣାଟକ : ୮୪୯୮୨୧
କେରଳ : ୫୩୮୭୧୩
ମଧ୍ୟପ୍ରଦେଶ : ୧୮୮୦୯୭
ମହାରାଷ୍ଟ୍ର : ୧୬୮୫୧୨୨
ମଣିପୁର : ୨୧୫୬୬
ଓଡ଼ିଶା : ୩୧୨୦୬୫
ପଞ୍ଜାବ : ୧୩୯୪୪୨
ରାଜସ୍ଥାନ : ୨୩୭୦୯୮
ତାମିଲନାଡୁ : ୭୫୯୨୦୬
ତେଲେଙ୍ଗାନା : ୨୫୯୨୩୦
ତ୍ରିପୁରା : ୩୧୭୬୪
ଉତରାଖଣ୍ଡ : ୬୮୫୦୫
ଉତରପ୍ରଦେଶ : ୫୧୨୦୨୮
ପଶ୍ଚିମବଙ୍ଗ : ୪୫୦୭୬୨
Comments ସମସ୍ତ ମତାମତ