Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧୬ ଲକ୍ଷ ୯୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ରାଜ୍ୟରେ କେତେ ?

    Share on :
    ajab-Image
    Date: Aug 1, 2020    Views: 3138

    ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୫ ହଜାର ୯୮୮ରେ ପହଁଚିଛି  । ସେମାନଙ୍କ ମଧ୍ୟରୁ ୩୬୫୧୧ ଜଣ ମୃତୁ୍ୟବରଣ କରିଛନ୍ତି  । ୧୦୯୪୩୭୪ ଜଣ ସୁସ୍ଥ ହୋଇଥିବାବେଳେ ୫୬୫୧୦୩ ଜଣ ଚିକିତ୍ସିତ ହେଉଛନ୍ତି  । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି  । ଏବେ କେଉଁ ରାଜ୍ୟରେ କେତେ ସକ୍ରିୟ ମାମଲା ରହିଛି ତାହାର ସାରଣୀ ନିମ୍ନରେ ପ୍ରଦାନ କରାଗଲା  ।

    ଆନ୍ଧ୍ରପ୍ରଦେଶ : ୭୫୧୨୦
    ଆସାମ : ୯୮୧୪
    ବିହାର : ୧୭୫୭୯
    ଛତିଶଗଡ଼ : ୨୮୦୩
    ଦିଲ୍ଲୀ : ୧୦୭୦୫
    ଗୋଆ : ୧୬୫୭
    ଗୁଜୁରାଟ : ୧୪୦୯୦
    ହରିୟାଣା : ୬୩୧୭
    ହିମାଚଳ ପ୍ରଦେଶ : ୧୦୯୧
    ଜାମ୍ମୁକାଶ୍ମୀର : ୭୭୬୫
    ଝାରଖଣ୍ଡ : ୬୫୩୮
    କର୍ଣ୍ଣାଟକ : ୭୨୦୧୩
    କେରଳ : ୧୦୫୧୭
    ମଧ୍ୟପ୍ରଦେଶ : ୮୬୬୮
    ମହାରାଷ୍ଟ୍ର : ୧୫୦୯୬୬
    ମଣିପୁର : ୯୨୭
    ଓଡ଼ିଶା : ୧୧୧୮୨
    ପଞ୍ଜାବ : ୪୯୯୯
    ରାଜସ୍ଥାନ : ୧୧୫୮୯
    ତାମିଲନାଡୁ : ୫୭୯୬୮
    ତେଲେଙ୍ଗାନା : ୧୬୭୯୬
    ତ୍ରିପୁରା : ୧୬୩୦
    ଉତରାଖଣ୍ଡ : ୨୯୩୫
    ଉତରପ୍ରଦେଶ : ୩୪୯୬୮
    ପଶ୍ଚିମବଙ୍ଗ : ୨୦୨୩୩

    Maximum 500 characters

    ତାଜା ଖବର View all

    Find Us on Facebook