ମୁଖ୍ୟ ଖବର
ଭୁବନେଶ୍ୱର : ରାଜ୍ୟରେ ଆଉ ୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଁଚିଛି । ଗଞ୍ଜାମରେ ୧୯, ଯାଜପୁରରେ ୧୪, ବାଲେଶ୍ୱରରେ ୩, ପୁରୀରେ ୧୭, କଟକରେ ୧, ସୁନ୍ଦରଗଡ଼ରେ ୫, ନୟାଗଡ଼ରେ ୫, ବଲାଙ୍ଗୀରରେ ୧, ମାଲକାନାଗିରିରେ ୫, କନ୍ଧମାଳରେ ୨, ଝାରସୁଗୁଡ଼ାରେ ୩, ଗଜପତିରେ ୪ ଓ ନବରଙ୍ଗପୁରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ କେନ୍ଦ୍ରରେ ୭୧ ଜଣ ଥିବାବେଳେ ଦୁଇ ଜଣ ହୋମ କ୍ୱାରେଂଟାଇନରେ ଥିଲେ । ଅପରପକ୍ଷରେ ସ୍ଥାନୀୟ ଅଂଚଳରୁ ମଧ୍ୟ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗଞ୍ଜାମ : ୩୪୧
ଯାଜପୁର : ୨୩୯
ବାଲେଶ୍ୱର : ୧୨୮
ଭଦ୍ରକ : ୯୮
ଖୋର୍ଦ୍ଧା : ୭୪
ପୁରୀ : ୬୫
କଟକ : ୫୭
କେନ୍ଦ୍ରାପଡ଼ା : ୪୦
ବୌଦ୍ଧ : ୩୩
ଜଗତସିଂହପୁର : ୩୦
ସୁନ୍ଦରଗଡ଼ : ୩୩
ନୟାଗଡ଼ : ୩୨
ଅନୁଗୁଳ : ୧୯
ମୟୂରଭଞ୍ଜ : ୧୪
କଳାହାଣ୍ଡି : ୧୩
କେନ୍ଦୁଝର : ୧୧
ବଲାଙ୍ଗୀର : ୯
ମାଲକାନାଗିରି : ୮
ସମ୍ବଲପୁର : ୫
କନ୍ଧମାଳ : ୫
ଝାରସୁଗୁଡ଼ା : ୫
ଗଜପତି : ୪
ଦେବଗଡ଼ : ୨
ଢେଙ୍କାନାଳ : ୨
କୋରାପୁଟ : ୧
ନବରଙ୍ଗପୁର : ୧
Comments ସମସ୍ତ ମତାମତ