Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୯୪ ଲକ୍ଷ ୬୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ରାଜ୍ୟରେ କେତେ ?

    Share on :
    ajab-Image
    Date: Dec 1, 2020    Views: 2715

    ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଲକ୍ଷ ୬୨ ହଜାର ୮୦୯ରେ ପହଁଚିଛି  । ସେହିପରି ୮୮ ଲକ୍ଷ ୮୯ ହଜାର ୫୮୫ ଜଣ ସୁସ୍ଥ ହୋଇଥିବାବେଳେ ୪ ଲକ୍ଷ ୩୫ ହଜାର ୬୦୩ ଜଣ ଚିକିତ୍ସିତ ହେଉଛନ୍ତି  । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି  । ଏବେ କେଉଁ ରାଜ୍ୟରେ କେତେ ସକ୍ରିୟ ମାମଲା ରହିଛି ତାହାର ସାରଣୀ ନିମ୍ନରେ ପ୍ରଦାନ କରାଗଲା  ।

    ଆନ୍ଧ୍ରପ୍ରଦେଶ : ୭୮୪୦
    ଆସାମ : ୩୩୯୯
    ବିହାର : ୫୩୫୯
    ଛତିଶଗଡ଼ : ୧୯୬୩୫
    ଦିଲ୍ଲୀ : ୩୨୮୮୫
    ଗୋଆ : ୧୩୩୫
    ଗୁଜୁରାଟ : ୧୪୯୭୦
    ହରିୟାଣା : ୧୮୩୬୨
    ହିମାଚଳ ପ୍ରଦେଶ : ୮୨୮୯
    ଜାମ୍ମୁକାଶ୍ମୀର : ୪୯୬୫
    ଝାରଖଣ୍ଡ : ୨୦୧୬
    କର୍ଣ୍ଣାଟକ : ୨୩୨୯୮
    କେରଳ : ୬୨୦୨୫
    ମଧ୍ୟପ୍ରଦେଶ : ୧୪୭୭୧
    ମହାରାଷ୍ଟ୍ର : ୯୧୬୨୩
    ମଣିପୁର : ୩୧୯୮
    ଓଡ଼ିଶା : ୪୯୨୧
    ପଞ୍ଜାବ : ୭୮୪୨
    ରାଜସ୍ଥାନ : ୨୮୬୫୩
    ତାମିଲନାଡୁ : ୧୦୯୯୭
    ତେଲେଙ୍ଗାନା : ୯୬୨୭
    ତ୍ରିପୁରା : ୫୯୨
    ଉତରାଖଣ୍ଡ : ୫୦୫୯
    ଉତରପ୍ରଦେଶ : ୨୪୦୯୯
    ପଶ୍ଚିମବଙ୍ଗ : ୨୪୨୯୮

    Maximum 500 characters

    ତାଜା ଖବର View all

    Find Us on Facebook