Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କରୋନା : ବିଶ୍ୱର ୪ ନମ୍ବର ସ୍ଥାନରେ ଭାରତ

    Share on :
    ajab-Image
    Date: Jun 30, 2020    Views: 3692

    ନୂଆଦିଲ୍ଲୀ : କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ  । ବିଶ୍ୱର ବିଭିନ୍ନ ଅଂଚଳରେ କରୋନା ସଂକ୍ରମଣ ହ୍ରାସ ପାଇଥିବାବେଳେ ଭାରତରେ କିନ୍ତୁ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି  । ଫଳରେ ଭାରତ ବିଶ୍ୱର ୪ ନମ୍ବର ସ୍ଥାନରେ ପହଁଚିଛି  । ଏବେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୬ ହଜାର ୮୪୦ରେ ପହଁଚିଥିବାବେଳେ ଏହା ଋଷ ଠାରୁ ପଛରେ ରହିଛି  । ଋଷରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୦ ହଜାର ଅଛି  । ତେବେ ଭାରତରେ ଯେଉଁ ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ସପ୍ତାହକ ମଧ୍ୟରେ  ଋଷକୁ ପଛରେ ପକାଇବାର ଆଶଙ୍କା ରହିଛି  ।

    ଆମେରିକା : ୨୫୮୬୮୪୪
    ବ୍ରାଜିଲ : ୧୩୬୮୧୯୫
    ଋଷିଆ : ୬୪୦୨୪୬
    ଭାରତ : ୫୬୬୮୪୦
    ବ୍ରିଟେନ : ୩୧୩୪୭୦
    ପେରୁ : ୨୮୨୩୬୫
    ଚିଲି : ୨୭୫୯୯୯
    ସ୍ପେନ : ୨୪୮୯୭୦
    ଇଟାଲୀ : ୨୪୦୪୩୬
    ଇରାନ : ୨୨୫୨୦୫
    ମେକ୍ସିକୋ : ୨୧୬୮୫୨
    ପାକିସ୍ତାନ : ୨୦୬୫୧୨
    ଫ୍ରାନ୍ସ : ୨୦୧୫୨୨
    ତୁର୍କୀ : ୧୯୮୬୧୩

    Maximum 500 characters

    ତାଜା ଖବର View all

    Find Us on Facebook