Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଓଡ଼ିଶାରେ ତିନି କରୋନାରେ ଆକ୍ରାନ୍ତ, ସ୍ପଷ୍ଟ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

    Share on :
    ajab-Image
    Date: Jul 23, 2026    Views: 2334

    ଭୁବନେଶ୍ୱର: ଓଡ଼ିଶାରେ ତିନି କରୋନା ଆକ୍ରାନ୍ତ। ଏନେଇ ସ୍ପଷ୍ଟ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ରବୀନ୍ଦ୍ରନାଥ ମିଶ୍ର। ତାଙ୍କ ସୂଚନା ଅନୁସାରେ, ତିନି ସଂକ୍ରମିତଙ୍କ ମଧ୍ୟରେ ଦୁଇ ଜଣ କ୍ବାରେଣ୍ଟାଇନରେ ରହିଥିବାବେଳେ ଜଣେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ରାଜ୍ୟରେ କୋଭିଡ୍ ସ୍ଥିତି ଗୁରୁତର ନୁହେଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

    Maximum 500 characters

    ତାଜା ଖବର View all

    Find Us on Facebook