Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟରେ କରୋନା ସଂକମଣକୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ

    Share on :
    ajab-Image
    Date: Oct 12, 2021    Views: 4135


    ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ପ୍ରତିଦିନ ୨୦୦ ରୁ ୩୦୦ ଭିତରେ ରହୁଛି ସଂକ୍ରମଣ । କିନ୍ତୁ ଗୁରୁତର ରୋଗୀଙ୍କ ସଂଖ୍ୟା କମିଛି । ଏହା ସହିତ ଭେଣ୍ଟିଲେଟରରେ ଆଡମିଟ ସଂଖ୍ୟା ୧୦ ପ୍ରତିଶତରୁ କମ୍ ରହିଛି ଓ ଆଇସିୟୁରେ ଛୋଟ ପିଲା ଆଡମିଶନ ସଂଖ୍ୟା ୧ ପ୍ରତିଶତରୁ କମ୍ ରହିଛି । ଏହାକୁ ଦୃଷ୍ଟିରେ, ଆମେ ଭଲ ସ୍ଥିତିରେ ଅଛୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର ।

     
    ତେବେ ଗତ ତିନି ମାସ ଭିତରେ ସଂକ୍ରମଣ ଉପର ତଳ ହେଉଛି । ଏଭଳି ସ୍ଥିତିରେ କିପରି ଟ୍ରାନ୍ସମମିଶନକୁ କମାଯାଇପାରିବ, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ପାର୍ବଣରେ ସୁରକ୍ଷିତ ରହିବା ଆଶ୍ୟକ ବୋଲି ଡ.ମହାପାତ୍ର କହିଛନ୍ତି । ଏହା ସହିତ ସେ କହିଛନ୍ତି ବର୍ତ୍ତମାନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୦୦ ରୁ ୮୦ ଜଣ ଲକ୍ଷଣ ବିହୀନ ଅଟନ୍ତି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook