Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଘୋଷଣା ହେଲା କଂଗ୍ରେସର ବିଧାନସଭା ପ୍ରାର୍ଥୀ

    Share on :
    ajab-Image
    Date: Apr 2, 2024    Views: 3196

    ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ସୋମବାର ଲୋକସଭା ସହିତ ବିଧାନସଭା ପ୍ରାର୍ଥୀତାଲିକା ମଧ୍ୟ ଘୋଷଣା କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ମୋଟ ୪୯ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ତେବେ କିଏ କେଉଁ ବିଧାନସଭା ଆସନରୁ ଲଢିବେ ଆସନ୍ତୁ ଜାଣିବା

    ନୂଆପଡ଼ା: ଶରତ ପଟ୍ଟନାୟକ
    ପଦ୍ମପୁର: ଟଙ୍କଧର ସାହୁ
    ବିଜେପୁର: କିଶୋର ଦଫାଦାର
    ବରଗଡ଼: ନିପନ ଦାସ
    ଭଟଲୀ: ବ୍ରହ୍ମା ମହାକୁଡ଼

    ବ୍ରଜରାଜନଗର: କିଶୋର ପଟେଲ
    ତଳସରା: ପ୍ରବୋଧ ତିର୍କୀ
    ସୁନ୍ଦରଗଡ଼: ସୁଧାରାଣୀ ରାଉଡ଼ିଆ
    ରଘୁନାଥପାଲୀ: ଗୋପାଳ ଦାସ
    ରାଉରକେଲା: ବିରେନ୍ଦ୍ରନାଥ ପଟ୍ଟନାୟକ
    ରାଜଗାଙ୍ଗପୁର: ରାଜନ ଏକ୍କା

    ଲୋଇସିଂହା: ଓମ ପ୍ରକାଶ କୁମ୍ଭାର
    ପାଟଣାଗଡ଼: ଅନିଲ ମେହେର
    ବଲାଙ୍ଗିର: ସମରେନ୍ଦ୍ର ମିଶ୍ର
    କଣ୍ଟାବାଞ୍ଜି: ସନ୍ତୋଷ ସିଂ ସାଲୁଜା
    ଉମରକୋଟ: ସନରାଜ ଗଣ୍ଡ
    ଝରିଗାଁ: ହାରାବତୀ ଗଣ୍ଡ

    ନବରଙ୍ଗପୁର: ଦିଲ୍ଲୀପ ପ୍ରଧାନୀ
    ଡାବୁଗାଁ: ଲିପିକା ମାଝୀ
    ଲାଞ୍ଜିଗଡ଼: ବଳଭଦ୍ର ମାଝୀ
    ଜୁନାଗଡ଼: ତୁଳେଶ୍ୱର ନାଏକ
    ଧର୍ମଗଡ଼: ରଶ୍ମିରେଖା ରାଉତ
    ଭବାନୀପାଟଣା: ସାଗର ଦାସ
    ନର୍ଲା: ଭକ୍ତଚରଣ ଦାସ
    ବାଲିଗୁଡ଼ା: ସୁରଦ ପ୍ରଧାନ


    ଜି.ଉଦୟଗିରି: ପ୍ରଫୁଲ୍ଲ ପ୍ରଧାନ
    ଫୁଲବାଣୀ: ପ୍ରତିଭା କହଁର
    କଣ୍ଟାମାଳ: ମନୋଜ ଆଚାର୍ଯ୍ୟ
    ବୌଦ୍ଧ: ନବ ମିଶ୍ର
    ଭଞ୍ଜନଗର: ପ୍ରଶାନ୍ତ ବିଷୋୟୀ
    ପୋଲସରା: ଅଗସ୍ତୀ ବରଦା

    କବିସୂର୍ଯ୍ୟନଗର: ଚିରଞ୍ଜୀବ ବିଷୋୟୀ
    ସୋରଡ଼ା: ହରକ୍ରିଷ୍ଣା ରଥ
    ସାନଖେମୁଣ୍ଡି: ରମେଶ ଜେନା
    ଚିକିଟି: ରବୀନ୍ଦ୍ର ଦ୍ୟାନସାମନ୍ତରାୟ
    ମୋହନା: ଦାଶରଥୀ ଗମାଙ୍ଗ
    ପାରଳାଖେମୁଣ୍ଡି: ବିଜୟ ପଟ୍ଟନାୟକ
    ଗୁଣପୁର: ସତ୍ୟଜିତ ଗମାଙ୍ଗ
    ବିଷମକଟକ: ନୀଳମାଧମ ହିକକା
    ରାୟଗଡ଼ା: ଆପଲସ୍ୱାମୀ କାଡ୍ରାକା
    ଲକ୍ଷ୍ମୀପୁର: ପବିତ୍ର ସାଉଁନ୍ତା
    କୋଟପାଟ: ଅନାମ ଦିଆନ
    ଜୟପୁର: ତାରା ବାହିନୀପତି

    କୋରାପୁଟ: କୃଷ୍ଣଚନ୍ଦ୍ର କୁଳଦୀପ
    ପଟାଙ୍ଗୀ: ରାମଚନ୍ଦ୍ର କାଡାମ
    ମାଲକାନଗିରି: ମାଲା ମାଢୀ
    ଚିତ୍ରକୋଣ୍ଡା: ମଙ୍ଗୁ ଖିଲ

     

    Maximum 500 characters

    ରାଜନୀତି View all

    Find Us on Facebook