Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶା କଂଗ୍ରେସର ନୂଆ ରାଜନୈତିକ ବ୍ୟାପାର କମିଟି ଗଠିତ

    Share on :
    ajab-Image
    Date: Sep 5, 2026    Views: 3043

    ଭୁବନେଶ୍ବର : ଓଡ଼ିଶା କଂଗ୍ରେସର ନୂଆ ରାଜନୈତିକ ବ୍ୟାପାର କମିଟି ଗଠିତ । ଲାଲଜୀ ଦେଶାଇଙ୍କୁ କମିଟିର ଅଧ୍ୟକ୍ଷ ଦାୟିତ୍ୱ । ଭକ୍ତ ଚରଣ ଦାସଙ୍କ ସମେତ ଏହି କମଟିରେ ୨୯ ଜଣ ସଦସ୍ୟ ରହିଛନ୍ତି ।

    ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର କାଡ଼ାମ, ଡ.ଗିରିଧର ଗମାଙ୍ଗ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସପ୍ତଗିରି ଶଙ୍କର ଉଲାକା, ଡ. ରାମଚନ୍ଦ୍ର ଖୁଣ୍ଟିଆ, ନରସିଂହ ମିଶ୍ର, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, କିଶୋର ପଟେଲ, ଅମରନାଥ ପ୍ରଧାନ, ସୁରେଶ ରାଉତରାୟ, ନଗେନ୍ଦ୍ର ପ୍ରଧାନ, ପଞ୍ଚାନନ କାନୁନଗୋ, ଶରତ ରାଉତ, ସରସ୍ବତୀ ହେମ୍ବ୍ରମ, ଅନନ୍ତ ପ୍ରସାଦ ସେଠୀ, ତାରା ପ୍ରସାଦ ବାହିନୀପତି, ସି.ଏସ.ରାଜନ ଏକ୍କା, ସନ୍ତୋଷ ସିଂହ ସାଲୁଜା, ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରୟ, ବିଶ୍ବରଞ୍ଜନ ମହାନ୍ତି, ସସ୍ମିତା ବେହେରା, ଶ୍ରୀଧର ସ୍ବରୁପ ଦାସ ପ୍ରମୁଖ ରହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook