Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସର ୩୫ଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତି

    Share on :
    ajab-Image
    Date: Sep 27, 2025    Views: 3230

    ଭୁବନେଶ୍ୱର:  ଏଆଇସିସି ସଭାପତିଙ୍କ ଦ୍ୱାରା କଂଗ୍ରେସର ସମସ୍ତ ୩୫ଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କୁ ନିଯୁକ୍ତି ମିଳିଛି । 
    ୩୫ଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତି
    ଅନୁଗୁଳ - ସୁନୀଲ ପ୍ରଧାନ, ବାଲେଶ୍ୱର-ସତ୍ୟଶିବ ଦାସ , ବରଗଡ଼- ହରଦୀପ ସିଂ , ଭଦ୍ରକ-ନଳିନୀକାନ୍ତ ମହାନ୍ତି , ଭୁବନେଶ୍ୱର-ପ୍ରକାଶ ଚନ୍ଦ୍ର ଜେନା , ବଲାଙ୍ଗୀର-ଅନୀଲ ମେହେର,କଟକ-ପ୍ରଦୀପ୍ତ କୁମାର ଦାସ, ବୌଦ୍ଧ -ବିନ୍ଧ୍ୟାବିନି ସାହୁ, କଟକ ସହର- ଗିରିବାଳା ବେହେରା , କେନ୍ଦ୍ରାପଡ଼ା -ଡଃ ଦେବସ୍ମିତା ଶର୍ମା, ନବରଙ୍ଗପୁର ଡଃ ଲିପିକା ମାଝୀ ,ଦେବଗଡ଼- ଶାମ୍ ହେମ୍ବ୍ରମ , ଢେଙ୍କାନାଳ - ଛବିରାଜ ବିଶ୍ୱାଳ, ଗଜପତି-ଦାଶରଥୀ ଗମାଙ୍ଗ , ଗଞ୍ଜାମ(ପୂର୍ବ) -ରଶ୍ମୀରଞ୍ଜନ ପଟ୍ଟନାୟକ ,ଗଞ୍ଜମ(ପଶ୍ଚିମ) -ରମେଶ ଚନ୍ଦ୍ର ଜେନା , ଜଗତସିଂହପୁର-ଦେବପ୍ରସାଦ ନାୟକ , ଯାଜପୁର- ମାଗୁଣି ବଟକୃଷ୍ଣ ଜେନା , ଝାରସୁଗୁଡ଼ା -ଜୀବନ ସାର୍ଥକ ଦାସ , କଳାହାଣ୍ଡି -ଜଳନ୍ଧର ନାଏକ , କନ୍ଧମାଳ- ଚନ୍ଦ୍ରଶେଖର ପରିଡ଼ା, କେନ୍ଦୁଝର - ମନୋଜ କୁମାର ଜେନା , ଖୋର୍ଦ୍ଧା -ରାଜୀବ କୁମାର ପଟ୍ଟନାୟକ , କୋରାପୁଟ- ରୂପକ ତୁରୁକ, ମାଲକାନଗିରି -ଜି ଶ୍ରୀନିବାସ ରାଓ , ମୟୂରଭଞ୍ଜ(ପୂର୍ବ) -ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ , ମୟୂରଭଞ୍ଜ(ପଶ୍ଚିମ) -ଭୂଷଣ ବିହାରୀ ସାହୁ , ନୟାଗଡ଼- ରଞ୍ଜିତ ଦାସ, ନୂଆପଡ଼ା -ଘାସିରାମ ମାଝୀ , ପୁରୀ -ରାଜେଶ କୁମାର ମିଶ୍ର , ରାୟଗଡ଼ା- ଆପଲ୍ଲା ସ୍ୱାମୀ କାଡ୍ରାକା , ରାଉରକେଲା -ସାବିର ହୁସେନ୍‌ , ସମ୍ବଲପୁର -ଅମିତ୍ କୁମାର ଗୁରୁ , ସୁବର୍ଣ୍ଣପୁର -ବିନୋଦ ପାତ୍ର  ଓ ସୁନ୍ଦରଗଡ଼-ନିର୍ମଳ ଚାନ୍ଦ ନାଏକ।

    Maximum 500 characters

    ରାଜନୀତି View all

    Find Us on Facebook